Call Us :
+919668184778
Mail Us :
info@catchcharitabletrust.org
WhatsApp Us :
+917978103259
donate now
Home
About Us
Activities
Gallery
Contact Us
Videos
GALLERY
Home
/ Gallery
#ବନ୍ୟାବିପନ୍ନ ଙ୍କୁ ସାହାଯ୍ୟ ଓ ସହଯୋଗ ନିମନ୍ତେ ଅଣ୍ଟା ଭିଡିଥିଲା ଆମ #କ୍ୟାଚ୍_ଚାରିଟେବୁଲ ଟ୍ରଷ୍ଟ୍ । (#ତା 06/09/2020)
ଆମ କ୍ୟାଚ୍_ଚାରିଟେବୁଲଟ୍ରଷ୍ଟ୍ ତରଫରୁ ଚୌଦ୍ବାର ଥାନା ର ନୂତନ ଭାରାପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିରଞି ନାରାୟଣ ପତି ମହୋଦୟଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.
କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ର ଉଦ୍ୟମ କ୍ରମେ ଚୌଦ୍ବାର ଥାନା ସହ ବିଭିନ୍ନ କ୍ଲବ ଏବଂ ମାର୍କେଟ ପ୍ଲାଜା ଗୁଡିକୁ ସାନିଟାଇଜିଙ୍ଗ କରାଗଲା ।
କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ର ଉଦ୍ୟମ କ୍ରମେ ଚୁଡାଖିଆ ବଜାର ଏବଂ ମାର୍କେଟ ପ୍ଲାଜା ଗୁଡିକୁ ସାନିଟାଇଜିଙ୍ଗ କରାଗଲା ।
#ଗାନ୍ଧୀଜୟନ୍ତୀ ଅବସରରେ କ୍ୟାଚ୍ଚାରିଟେବୁଲଟ୍ରଷ୍ଟ୍ ତରଫରୁ ଗାନ୍ଧୀ ଛକ ନିକଟରେ ପହଞ୍ଚି ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ଏବଂ ଉକ୍ତ ସ୍ଥାନ ରେ ଆମ ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଜାତୀୟସଙ୍ଗୀତ ଗାନ କରାଯାଇଥିଲା ।
#ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ଆମ କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ବିଭିନ୍ନ ସମାଜସେବୀ ତଥା #ସ୍ବେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି। କରୋନା ଯୁଦ୍ଧ ରେ ଯୋଦ୍ଧା ସାଜିଥିବା କରୋନା ଯୋଦ୍ଧା ମାନଙ୍କୁ #ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ଉତ୍ସାହିତ ତଥା ପ୍ରେରଣା ନିମନ୍ତେ ଯଯାତୀ କେଶରୀ କ୍ଲବ ପରିସରରେ ଏହି ନିଆରା ପ୍ରଚେଷ୍ଟା କୁ ରୂପାନ୍ତରିତ କରାଯାଇଥିଲା. 🙏ଆମ ଏକତା ଆମ ଶକ୍ତି🤝
କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ଦ୍ବାରା ଚୌଦ୍ବାର ଅଞ୍ଚଳରେ କୋଭିଡ-19 ଜନ ସଚେତନତା କାର୍ଯ୍ୟକ୍ରମ
ଖର୍ଚ୍ଚ କରିବା ନାହିଁ ବାଣରେ ହସ ଫୁଟାଇବା ମୁହଁରେ.ଆମ ଏକତା🤝 ଆମ ଶକ୍ତି💪.
ଆଜି ବିଶ୍ବ ଏଡସ୍ ଦିବସ ଉପଲକ୍ଷେ ଆମ କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ 18 ନମ୍ବର ୱାର୍ଡ ଅଞ୍ଚଳରେ ଥିବା ମୁଣ୍ଡା ସାହି ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଡିସେମ୍ବର ୧ରେ ବିଶ୍ବ ଏଡସ୍ ଦିବସ ପାଳନ କରାଯାଇଅଛି ।
#ୟୁଥଫରସେବାରପ୍ରଥମବାର୍ଷିକଉତ୍ସବରେ ୟୁଥ ଫର ସେବା ଆମ #କ୍ୟାଚ୍ଚାରିଟେବୁଲଟ୍ରଷ୍ଟକୁ (#କରୋନାଯୋଦ୍ଧାସମ୍ମାନ) ମାନପତ୍ର ସହ ସମ୍ବର୍ଦ୍ଧନା ଦେଇଥିବାରୁ ଆପଣ ମାନଙ୍କୁ #ବହୁତବହୁତ_ଧନ୍ୟବାଦ ।
କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ କମ୍ବଳ ବଣ୍ଟନ ଆଜି ତା 14/01/2021ରିଖ ଚୌଦ୍ବାରସ୍ଥିତ ବାଣୀପଦା ଗ୍ରାମର ଦେହୁରୀ ସାହି ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।
Change Their World. Change Yours. This changes everything.
Become A Volunteer
Or
Donate For Cause